ଭାବ ବିଗତ ସଂପର୍କ କଷ୍ଟେ ମଷ୍ଟେ ନିଆଁଲଗା ବିକଳ କଷ୍ଟେ ସବୁ ବନ୍ଦ ହେଲା ପରେ ଚାଲୁଛି ପାଦ ପାଦର ଶକ୍ତି କମ୍ ଗତି ବେଶୀ ଶେଷନାହିଁ ବୋଲି ଜାଣି ବି ଚାଲୁଛି

Oriya ଚାଲୁଛି କଷ୍ଟେ ମଷ୍ଟେ Poems